ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ଏକ ଆଲେଚନା ଚକ୍ର

 


ସାକ୍ଷୀଗୋପାଳ---  ବିଦ୍ୟାଳୟ ପରିସରରେ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଯଶଇଛି । ଏହି ଆଲେଚନା ଚକ୍ରରେ ବିଦ୍ୟାଳୟର ପରିଚାଳନା କମିଟିରସଭାପତି ଚକ୍ରଧର ମହାରଣା ସଭାପତିତ୍ୱ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାକୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ବିଦ୍ୟାଳୟର ପରିବେଶ ସୁରକ୍ଷା, ଶୌଖିକ ଶିକ୍ଷା ସହିତ ପିଲାମାନଙ୍କ ଉପସ୍ଥାପନ ନ କମିବା ଆଦି ଉପରେ ଆଲେଚନା  କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ  ଶିକ୍ଷୟତ୍ରୀ ବୈଜୟନ୍ତୀ ମିଶ୍ର,  ବିଜୟଲକ୍ଷ୍ମୀ ମିଶ୍ର, ସୌଦାମିନି ନାୟକ, ଚପସ୍ମନୀ ତ୍ରିପାଠୀ, ଶିକ୍ଷକ ବସନ୍ତ କୁମାର ସ୍ୱାଇଁ, ସୁଚିତ୍ର ଖଟେଇଙ୍କ ସହିତ ବିଦ୍ୟାଳୟର  ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ ।ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୮/୨୦୨୩----୭,୧୦  Sakhigopal News, 12/8/2023

ads

Blog Archive