ପତାଞ୍ଜଳି ଯୋଗ ସମିତି ସତ୍ୟବାଦୀ ଶାଖା ତରଫରୁ ୭୭ତମ ସ୍ଵାଧୀନତା ଦିବସ ପାଳନ
ସାକ୍ଷୀଗୋପାଳ --- ପତାଞ୍ଜଳି ଯୋଗ ସମିତି ସତ୍ୟବାଦୀ ଶାଖା ତରଫରୁ ୭୭ତମ ସ୍ଵାଧୀନତା ଦିବସ ପାଳନ ହେଇଯାଇଛି। ଏଥିରେ ଯୋଗ ଗୁରୁ ସୁଭାଷ ଚନ୍ଦ୍ର ମିଶ୍ର ପତକା ଉତ୍ତୋଳନ କରିଥିବା ବେଳେ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସେହିପରି ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା ବକୁଳ ବନ ଠାରେ ଏନସିସି ଛାତ୍ର ମାନଙ୍କ ଗହଣ ରେ ପତକା ଉତ୍ତୋଳନ କରିଥିଲେ। ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୮/୨୦୨୩----୫,୧୦ Sakhigopal News,15/8/2023



