ads

Breaking News

ରାୟଖଣ୍ଡି ପଞ୍ଚାୟତରେ ୭୭ତମ ସ୍ବାଧୀନତା ଦିବସ ପାଳନ


ସାକ୍ଷୀଗୋପାଳ ---ସତ୍ୟବାଦୀ ବ୍ଲକ ର ରାୟଖଣ୍ଡି ପଞ୍ଚାୟତ ର ମହେଶ୍ୱର ଛକ ଓ ରାୟଖଣ୍ଡି ଅଙ୍ଗନ ବାଡ଼ିରେ ସ୍ଥାନୀୟ ସମାଜସେବୀ ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୁନି ପିଲା ଙ୍କ ସହ ବିରା ମିଶ୍ର ,ଶୁଭାମ ମିଶ୍ର , ସୀତା ମିଶ୍ର ଶିକ୍ଷୟିତ୍ରୀ ସୁଷମା ମହାନ୍ତି ଓ ରାଜେଶ ଚନ୍ଦ୍ର ମିଶ୍ର ଓ ବିଷ୍ଣୁ ମିଶ୍ର ଉପସ୍ଥିତ ରହିଥିଲେ। ପରେ ପରେ ବୃକ୍ଷ ରୋପଣ କରାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୮/୨୦୨୩---୯,୧୦ Sakhigopal News,15/8/2023

ads

Blog Archive

Popular Posts