ads

Breaking News

ଘରେ ପଶି ଟଙ୍କା ଦେବାକୁ ଧମକ ଅଭିଯୋଗରେ ଦୁଇ ଯୁବକ ଗିରଫ

 

ସାକ୍ଷୀଗୋପାଳ---  ସତ୍ୟବାଦୀ ଥାନା ଅନ୍ତର୍ଗତ ଜୟରାମପୁର ଗ୍ରାମର ମନମୋହନ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ସେ ନଥିବା ବେଳେ ତାଙ୍କ ଗ୍ରାମର ସରୋଜ ବରାଳ ଓ କାହ୍ନା ଭୋଇ ଘରେ ପଶି ଶ୍ରୀ ସାହୁଙ୍କ ସ୍ତ୍ରୀଙ୍କୁ ଦଶ ହଜାର ଟଙ୍କା ଦେବାକୁ ଧମକ ଦେଇଥବା ନେଇ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଗ୍ରହଣ କରି ସତ୍ୟବାଦୀ ଥାନାରେ ୨୫୮/୨୦୨୩ରେ ଏକ କେସରୁଜ କରି ଅଭିଯୁକ୍ତ ସରୋଜ ବରାଳ ଓ କାହ୍ନା ଭୋଇଙ୍କୁ ପୋଲିସ ଗିରଫ କରି କୋର୍ଟକୁ ପଠାଇଥିବା ଥାନା ସୁତ୍ରରୁ ପ୍ରକାଶ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୮/୨୦୨୩---୮,୪୫   Sakhigopal News, 12/8/2023

ads

Blog Archive