ads

Breaking News

ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଘରକୁ ଟେକା ମାଡ କରିଥିବା ଅଭିଯୋଗରେ ଜଣେ ଗିରଫ

 

ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଭୋଇସାହିର ସତ୍ୟବାଦୀ ନାୟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ଉକ୍ତ ଗ୍ରାମର ସ୍ୱାଧୀନ ନାୟକ ତାଙ୍କ ଘର ଆଗରେ ଠିଆ ହୋଇ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ତାଙ୍କ ଦୁଆରକୁ ଠେକା ପଥର ମାଡ କରିଥିଲା । ଏ ସମ୍ପର୍କରେ ସତ୍ୟବାଦୀ ଥାନାରେ ୨୫୯/୨୦୨୩ରେ ଏକ କେସରୁଜ କରାଯାଇ ଅଭିଯୁକ୍ତ ସ୍ୱାଧୀନ ନାୟକଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟକୁ ପଠାଇଥବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୮/୨୦୨୩---୮,୪୫  Sakhigopal News, 12/8/2023

ads

Blog Archive