ପଟ୍ଟନାୟିକିଆ---ଡେଲାଙ୍ଗ-ଖୋର୍ଦ୍ଧା ରାସ୍ତା ରେ ଜଙ୍ଗଲୀ ହାତି
ଡେଲାଙ୍ଗ---- ପଟ୍ଟନାୟିକି- ଡେଲାଙ୍ଗ --- ଖୋର୍ଦ୍ଧା ରାସ୍ତାରେ ଜଙ୍ଗଲୀ ହାତି ପଲ ବୁଲୁଛନ୍ତି । ଏହାକୁ ନଜର କରି ବନବିଭାଗ ପକ୍ଷରୁ ଉକ୍ତ ରାସ୍ତା ସିଲ୍ କରିଥିବା ଜଣାପଡିଛି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧/୨୦୨୩---୧୦,୪୫ Sakhigopal News,6/1/2023


