ads

Breaking News

ନାଚ ଗୀତରେ ଭେଡେନ ପଞ୍ଚାୟତ ଅଧିବାସୀ ଝୁମିଲେ


ବରଗଡ଼--- କଟକ ବାରବାଟି ଷ୍ଟାଡିୟମ ରେ ପୁରୁଷ ହକି ବିଶ୍ଵ କପ - ୨୦୨୩ ଉଦଘାଟନୀ ଉତ୍ସବ ପାଳିତ ଅବସରରେ ଆୟୋଜିତ ନାଚ, ଗୀତରେ   ଝୁମିଲେ ଦର୍ଶକ । ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପୁରୁଷ ହକି ବିଶ୍ଵ କପ - ୨୦୨୩ ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ , ସମିତି ସଭ୍ୟ ରିଙ୍କି ସେଠ, ମହିଳା ସଂୟ ସହାୟକ ଗୋଷ୍ଠୀ ଙ୍କ ସମେତ ଗ୍ରାମ ପଞ୍ଚାୟତ ର ସମସ୍ତ ଭଦ୍ର ବ୍ୟକ୍ତି ଯୋଗ ଦେଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୨/୧/୨୦୨୩---୧୦,୧୫ Sakhigopal News,12/1/2023

ads

Blog Archive