ସାମ୍ବାଦିକ ଙ୍କୁ ହତ୍ୟା ଧମକ ସହିତ ଦୁର୍ବ୍ୟବହାର
ବାଙ୍କୀ---- କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ସରପଞ୍ଚ ନୂଆ ବର୍ଷ ଦିନ ମଦ ମାଂସ ଖାଇ ଗ୍ରାମର କିଛି ଯୁବକଙ୍କୁ ମାଡ ମାରି ଥିଲେ । ଏପରିକି ଜଣେ ମହିଳାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତାଙ୍କୁ ମାଡମାରି ଥିଲେ ।ଏ ଭିଡ଼ିଓ କୁ ନେଇ ନିୟୁଜ ପ୍ରସାରଣ ପରେ ସାମ୍ବାଦିକ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।ସାମ୍ୱାଦିକ ତାଙ୍କର ପରିଚୟ ଜଣାଇବା ପରେ ସେ ମଧ୍ୟ୍ୟ ଛାଡ଼ି ନଥିଲେ । ଏହା ପରେ ସାମ୍ବାଦିକ ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଗାଳି ଗୁଲଜ କରି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମ୍ବାଦିକ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
ବାଙ୍କୀରୁ ରମେଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ,୧୧/୧/୨୦୨୩-----୧୦,୨୫ Sakhigopal News,11/1/2023


