ଚକା ଫାଟି ଯିବାରୁୁ ଓଲଟି ପଡିଲା ପରିବା ଗାଡି
ଡେଲାଙ୍ଗ --- ଗାଡି ର ପଛ ଟାୟର ଫାଟି ଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା । ଗାଡିଟି ପରିବା ନେଇ ଭୁବନେଶ୍ଵରରେ ରୁ କଲ୍ୟାଣ ପୁର ବଜାର କୁ ଆସୁଥିଲା। ଖବର ପାଇ ଘଟଣାସ୍ଥଳରେ ଡେଲାଙ୍ଗ ଥାନାର ଏସ୍ ଆଇ୍ ସୁଦାମ ନାଏକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କୈଣସି ଅଘଟଣ ଘଟିନାହିଁ ବୋଲି ଜଣାପଡିଛି। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୧/୨୦୨୩----୯,୧୦ Sakhigopal News,7/1/2023



