ads

Breaking News

ନିଖିଳ ଉତ୍କଳ ଶୈବ ପାଞ୍ଚଳ ବିଶ୍ୱବ୍ରାହ୍ମଣ ସମାଜର ବୈଠକ



ଭଞ୍ଜନଗର-- ଘୁମୁସର ତାଲୁକା ଅନ୍ତର୍ଗତ ବାଲିପଦର ଅଞ୍ଚଳ ଠାରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଘୁମୁସର ତାଲୁକା ସଭାପତି କେ. ମନୋଜ କୁମାର ଆଚାରୀ ବୈଠକରେ ସଭାପତିତ୍ୱ କରିଥିଲେ । ଘୁମୁସର ତାଲୁକା ମୁଖ୍ୟ ଉପଦେଷ୍ଟା କେ. କୃଷ୍ଣମୂର୍ତ୍ତି ଆଚାରୀ ଓ ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ । ଘୁମୁସର ତାଲୁକା ଓ ଅଞ୍ଚଳ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଗଲା । ଘୁମୁସର ତାଲୁକା ସଭାପତି ବ୍ରହ୍ମଶ୍ରୀ କେ. ମନୋଜ କୁମାର ଆଚାରୀ (ବାଲିପଦର ),ବ୍ରହ୍ମଶ୍ରୀ ପି. ଚିରଞ୍ଜିବି ଆଚାରୀ ଉପସଭାପତି (ବି. ଡି. ପୁର ),ବ୍ରହ୍ମଶ୍ରୀ କେ. କୃଷ୍ଣମୂର୍ତ୍ତି ଆଚାରୀ ମୁଖ୍ୟ ଉପଦେଷ୍ଟା(ବାଲିପଦର ),ବ୍ରହ୍ମଶ୍ରୀ ଡି. ବ୍ରଜେନ୍ଦ୍ର ବିନ୍ଧାଣିରା ଉପଦେଷ୍ଟା (ବେଲଗୁଣ୍ଠା), ବ୍ରହ୍ମଶ୍ରୀ
ଏସ. ସୁବ୍ରତ ଆଚାରୀ ସମ୍ପାଦକ (ଭଞ୍ଜନଗର ),ବ୍ରହ୍ମଶ୍ରୀ ଏ. ସର୍ବେଶ ଆଚାରୀ ସହସମ୍ପାଦକ (ବାଲିପଦର ),  ବ୍ରହ୍ମଶ୍ରୀ କେ. ପ୍ରଶାନ୍ତ କୁମାର ଆଚାରୀ କେନ୍ଦ୍ରସଭ୍ୟ(ବୁଗୁଡ଼ା ),ବ୍ରହ୍ମଶ୍ରୀ ଏ. ଦୁଃଖିଶ୍ୟାମ ଆଚାରୀ କେନ୍ଦ୍ରସଭ୍ୟ (କଂଚୁରୁପାଟଣା), ବ୍ରହ୍ମଶ୍ରୀ ଡି. ଗୋପାଳକୃଷ୍ଣ ଆଚାରୀ କୋଷାଧକ୍ଷ (ବାଲିପଦର), ଭଞ୍ଜନଗର ଅଞ୍ଚଳ ପ୍ରତିନିଧି ବ୍ରହ୍ମଶ୍ରୀ କେ. ନିରଞ୍ଜନ ଆଚାରୀ ଓ ବ୍ରହ୍ମଶ୍ରୀ ଟି. ରାଜେନ୍ଦ୍ର ପ୍ରସାଦ ଆଚାରୀ, ବାଲିପଦର ଅଞ୍ଚଳ ପ୍ରତିନଧି ବ୍ରହ୍ମଶ୍ରୀ ଏ. ଶିବରାମ ଆଚାରୀ ଓ ବ୍ରହ୍ମଶ୍ରୀ ପି. କାହ୍ନୁ ଚରଣ ଆଚାରୀ, ବେଲଗୁଣ୍ଠା ଅଞ୍ଚଳ ପ୍ରତିନିଧି ବ୍ରହ୍ମଶ୍ରୀ ଆର. ଧୋବା ଆଚାରୀ ଓ ବ୍ରହ୍ମଶ୍ରୀ ଏ.ବୁଚି ଆଚାରୀ, ବୁଗୁଡ଼ା ଅଞ୍ଚଳ ପ୍ରତିନିଧି ବ୍ରହ୍ମଶ୍ରୀ କେ. ଶ୍ୟାମସୁନ୍ଦର ଆଚାରୀ ଓ ବ୍ରହ୍ମଶ୍ରୀ ଜି. ଈଶ୍ୱର ଆଚାରୀ, ଫୁଲବାଣୀ ଅଞ୍ଚଳ ପ୍ରତିନିଧି 
ବ୍ରହ୍ମଶ୍ରୀ ଡି. ମାନସ ଆଚାରୀ ଏବଂ ବାଲିଗୁଡା ଅଞ୍ଚଳ ପ୍ରତିନିଧି ବ୍ରହ୍ମଶ୍ରୀ ପି. ହାଡୁବନ୍ଧୁ ଆଚାରୀ 
ପାଞ୍ଚବର୍ଷ ପାଇଁ ମନୋନୀତ ହୋଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ, ୮/୯/୨୦୨୨---୮,୨୫ Sakhigopal News,8/9/2022

ads

Blog Archive

Popular Posts