ads

Breaking News

ବିଧାୟକଙ୍କ ଆରେଗ୍ୟ କାମନା କରି ଦ୍ୱୀପଦାନ ଓ ପ୍ରାର୍ଥନା



ସାକ୍ଷୀଗୋପାଳ -----  ସତ୍ୟବାଦୀର ବିଧାୟକ ଉମାକାନ୍ତ ସମାନ୍ତରାୟ ଦେହ ଖରାପ ହେବା ପରେ ତାଙ୍କର ସମର୍ଥକ ବା ହିତାକ୍ଷାଂକ୍ଷୀ ମାନେ ବିଭିନ୍ନ ମନ୍ଦିର ମାନଙ୍କରେ ଦୀପ ଜାଳିବା ସହ ପ୍ରାର୍ଥନା କରିଛନ୍ତି । ଗୁରୁବାର ଅଳଗୁମ ଗ୍ରାମ ପଞ୍ଚାୟତର  କିଛି ବିଜେଡି ସମର୍ଥକ ମାନେ  ମା ଜାଗେଶ୍ୱରୀଙ୍କ ମନ୍ଦିର ପରିସରରେ ବିଧାୟକ ଶ୍ରୀ ସାମନ୍ତରାୟଙ୍କ ଆରୋଗ୍ୟ କାମନା କରି  ସମିତିସଭ୍ୟା ପୁଷ୍ପାଞ୍ଜଳୀ ବିଶ୍ୱାଳ, କବି ଦୀନକୃଷ୍ଣ ପ୍ରଧାନ, ପଞ୍ଚାୟତର ଯୁବ ବିଜେଡି ସଭାପତି ଯଯାତି କେଶରୀ ରାୟ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ବିଶ୍ୱାଳ, ନିଳିମା ରଥ  ପ୍ରମୁଖ ଦୀପ ପ୍ରଜ୍ୱଳନ କରିବା ସହିତ ସମୁହ ପ୍ରାର୍ଥନା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୯/୨୦୨୨   

Sakhigopal News, 1/9/2022

ads

Blog Archive

Popular Posts