ads

Breaking News

କୃଷି ପରାମର୍ଶ କମିଟି ପକ୍ଷରୁ ଆଲୋଚନା ଚକ୍ର


ଭେଡେନ---  ଭେଡେନ ବ୍ଲକ କୃଷି କାର୍ଯ୍ୟାଳୟ  ପରିସରରେ  ବ୍ଲକ କୃଷି ଅଧିକାରୀ ପୁରୁଷୋତ୍ତମ ସାହୁଙ୍କ ଆହ୍ବାନ କ୍ରମେ କୃଷି ପରାମର୍ଶ କମିଟି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ଭେଡେନ ବ୍ଲକ ପ୍ରତିନିଧି ବିପିନ ଭୁସାଗର, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଆନନ୍ଦ ଭୋଇ, ହଟିକଲଚର ବିଭାଗ, ପଶୁପାଳନ ବିଭାଗ, HDFC ବ୍ଲକ ସଂଯୋଜକ ଯୋଗ ଦେଇଥିଲେ। ଏଥିରେ କୃଷକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲବୀମା, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି, ବିହନ ଓ ରିହାତି ବିଭିନ୍ନ ପ୍ରକାର ର ଚାଷି ରୁଣ, ଚାଷୀ ପଂଜିକରଣ, ଆଧାର କାର୍ଡ ସଂଯୋଗ, ଓଡିଶା କୃଷକ ପୋଟାଲ, ମୂର୍ତ୍ତିକା ପରୀକ୍ଷା କାର୍ଡ, ବଲରାମ ଯୋଜନା ବିଷୟ ରେ ଆଲୋଚନା ହୋଇଥିଲା।ଏଥିରେ ସମସ୍ତ  ପଞ୍ଚାୟତର ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଯୋଗଦାନ କରିଥିଲେ।
ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ ୧୮/୭/୨୦୨୧---୯,୧୦    Sakhigopal News,18/7/2021

ads

Blog Archive

Popular Posts