ads

Breaking News

ସତ୍ୟବାଦୀରେ ଆର,ଟି ଓ ପକ୍ଷରୁ ଗାଡି ମଟର ଯାଞ୍ଚ, ୩୫ ଜଣଙ୍କ ନାମରେ ଚାଲାଣ


 ସାକ୍ଷୀଗୋପାଳ----- ପୁରୀ ଆରଟିଓଙ୍କ ପକ୍ଷରୁ ସତ୍ୟବାଦୀ ଥାନା ଅନ୍ତର୍ଗତ ୩୧୬ନଂ ଜାତୀୟ ରାଜପଥର ବୀରଗୋବିନ୍ଦପୁର ପ୍ରୋଟ୍ରୋଲ ପମ୍ପ ନିକଟରେ ଇଣ୍ଟରସେପ୍ଟର ଗାଡି ଦ୍ୱାରା ବିନାହେଲେମେଣ୍ଟ, ଗାଡି ଚାଲନା ସମୟରେ ମୋବାଇଲିରେ କଥାବାର୍ତ୍ତା ହେବା, ଦୃତଗ୍ରତିରେ ଗାଡି ଚାଳନା, ସିଟ ବେଲଟ ବାନ୍ଧିନଥିବା କ୍ୟାମେରା ମାଧ୍ୟମରେ ଚେକିଂ କରାଯାଇଥିଲା । ୩୫ ଗୋଟି ଗାଡି ମାଲିକଙ୍କ ନାମରେ ଚାଲାଣ କଟାଯାଇଥିବା ଜଣାପଡିଛି । ଟ୍ରାଫିକ ଏସ.ଆଇ ପ୍ରଶାନ୍ତ କୁମାର ପାତ୍ର, ସଞ୍ଜୟ ମଲ, ଆଶୋକ  କାଷ୍ଟ ଓ ସୁବାସିନୀ ଓଝା ଗାଡି ମଟର ଯାଞ୍ଚ କାର୍ଯ୍ୟରେ ସାମିଲଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୭/୭/୨୦୨୧----୮,୪୦ -- Sakhigopal News, 7/7/2021

ads

Blog Archive

Popular Posts