ads

Breaking News

୧୧ଶହ ଜଣଙ୍କୁ ଟୀକା ପ୍ରଦାନ

 
ଭେଡେନ ----- ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ଭେଡେନ, ରେମଣ୍ଡା, ଚିଚିଂଡା, ରେଶମ, ଗଣ୍ଡତୁରୁମ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କରୋନା ମହାମାରୀ ଟୀକା ପ୍ରଦାନ କରାଯାଇଛି ।୧୮ବର୍ଷ ବୟସ ଉର୍ଦ୍ଧ ୮୮୦ଜଣକୁଂ ଓ ୪୫ ବର୍ଷ ବୟସରେ ଉର୍ଦ୍ଧ୍ବ ୨୨୦ ଜଣ କୁ ଟୀକା ପ୍ରଦାନ କରାଯାଇଛି। ମୋଟ ୧୧୦୦ ଜଣ କୁ ଟୀକା ଦିଆଯାଇଛି। ଆଗାମୀ ୨୮.୬.୨୧ ତାରିଖ ସୋମବାର ଦିନ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ପୁଣି ଟୀକା ପ୍ରଦାନ କରାଯିବ ବୋଲି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୁଚନା ମିଳିଛି । ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୨୪/୬/୨୦୨୧-----୧୦,୧୫ Sakhigopal News,24/6/2021

ads

Blog Archive

Popular Posts