ads

Breaking News

ଦୁଇବର୍ଷ ହୋଇଗଲା ମଶୁରି ତଳେ ଗୃହ ପାଳିତ ପଶୁ


 ଡେଲାଙ୍ଗ--- ଫନି ଯିବାର ଦୁଇ ବର୍ଷ ପରେ ବି ଏବେବି ଅନେକ ଗୃହ ପାଳିତ ପଶୁ ଖୋଳା ଆକାଶ ତଳେ ରହିଛନ୍ତି । ସେମାନଙ୍କୁ ମଶା , ମାଛିରୁ ରକ୍ଷା କରିବା ପାଇଁ ମାଲିକ ମାନେ ମଶୁରି ଟାଙ୍ଗି ରାତିରେ ରଖୁଛନ୍ତି । ଫନିରେ ଅଧିକାଂଶ ଗୁହାଳ ଘର ଭାଙ୍ଗିଯାଇଛି । ରେଞ୍ଚ ଗ୍ରାମର କଳାବତୀ ମହାପାତ୍ର କହନ୍ତି ଦରଖାସ୍ତ ଦେଲୁ ତଦନ୍ତ ହୋଇଛି ମାତ୍ର ଗୁହାଳ ଘର ପାଇଁ ଟଙ୍କାଟିଏ ପାଇ ନାହୁଁ ବୋଲି କହନ୍ତି । ଘର ନ କରିବା ଯୋଗୁ ମଶୁରି ତଳେ ତାଙ୍କର ପାଳିତ ଗାଈଗୋରୁ ମାନେ ରହୁଥିବା କହନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧----୧,୧୦


ads

Blog Archive