ads

Breaking News

ମହିଳାଙ୍କୁ ବଳତ୍କାର ଉଦ୍ଦ୍ୟମ; ଜଣେ ଅଟକ

 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମରେ ବୁଧବାର ରାତିରେ ଗରମ ଯୋଗୁ ଅଗଣାରେ ଏକ ପରିବାର ଶୋଇଥିଲେ ।  ରାତିରେ ତାଙ୍କ ପାଖରେ ଶୋଇଥିବା ସ୍ତ୍ରୀଙ୍କ ଉପରେ  ଟର୍ଚ୍ଚ ଲାଇଟି ପଡିବାରୁ କିଏସେ ବୋଲି ପାଟି କରିଥିଲେ । ସେହି ଗ୍ରାମର ବସନ୍ତ ନାୟକଙ୍କ ପୁଅ ରାଜୁ ଓରଫ ଅଜୟ ନାୟକ ମହିଳାଙ୍କୁ ଅସଦାଚରଣ କରିବା ପାଇଁ ଉଦ୍ଦ୍ୟମ କରିଥିଲେ । ପାଟିଶୁଣି ପରିବାର ଲୋକ ଉଠି ପଡିବାରୁ ଅଜୟ ଦୌଡିକି ପଳାଇଥିଲେ । ସତ୍ୟବାଦୀ ଥାନାରେ ମହିଳା ଜଣଙ୍କ ଲିଖିତ ଅଭିଯୋଗ କରିବା ପରେ ୧୫୫/୨୦୨୧ରେ ଏକ ମମାଲା ରୁଜ କରି ଅଜୟ ନାୟକଙ୍କୁ ଥାନାରେ ଅଟକ ରଖାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସଦା ପାତ୍ରଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୪/୨୦୨୧---୪,୨୫

ads

Blog Archive