ads

Breaking News

ଭେଡେନ ବିଡିଓ ମୁରଲୀ ଧର ନାୟକଙ୍କ ଆବାସ ଯୋଜନା ଓ ଉନ୍ନୟନମୂଳକ ପରିଦର୍ଶନ



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ ଭେଡେନ ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଅଚାନକ ପରିଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ତିଆରି ହେଉଥିବା ଘର ସହିତ, ନିର୍ମାଣ ହେଉଥିବା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ମାନଙ୍କୁ ତିନି ମାସରେ ଶୀଘ୍ର ଶୀଘ୍ର ଘର ତିଆରି କରି ସରକାର ଘୋଷଣା ବୋନସ ଟଙ୍କା ନେବାକୁ ପରାମର୍ଶ ଦେଇଥିଲେ। ହିତାଧିକାରୀ ମାନେ ବିଡିଓ ସାରଙ୍କୁ ଶୀଘ୍ର ଘର ତିଆରି କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏଥିରେ ଭେଡେନ ପଞ୍ଚାୟତର ଜିଓଟେକର ସମସ୍ତ ହିତାଧିକାରୀ ମାନଙ୍କ ଘର ଦେଖାଇବାକୁ ସହଯୋଗ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍..

ads

Blog Archive

Popular Posts