ads

Breaking News

ଗଣ୍ଡଗୋଳ ଘଟଣାରେ ୩ ଗିରଫ


ଭଞ୍ଜନଗର--ତାରସିଂ ଥାନା ଅନ୍ତର୍ଗତ ରାମ୍ପ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆହତ ହୋଇଥିବା ଜଣାପଡିଛି। ସେହେଲେ ପ୍ରଶ୍ନ ଜାନୀ ।ଖବର ନେବାରେ ରାମ୍ପ ଗ୍ରାମର ପୂର୍ଣ୍ଣ ଜାନୀ,ନିବାସ ନାନୀ, କ୍ଷେତ୍ରବାସୀ ଜାନୀ ଓ ପ୍ରଶ୍ନ ଜାନୀଙ୍କ ମଧ୍ୟରେ କୈଣସି କାରଣକୁ ନେଇ ୨୮ ତାରିଖ ରାତ୍ରରେ ଗଣ୍ଡଗୋଳ ହେଇ ପୂର୍ଣ୍ଣ, ନିବାସ,କ୍ଷେତ୍ରବାସୀ  ଉତକ୍ଷିପ୍ତ ହେଇ ପ୍ରଶ୍ନକୁ ଆକ୍ରମଣ କରିବା ଫଳରେ ପ୍ରଶ୍ନ ଆହତ ହେଇଥିଲେ । ଆହତ ଅବସ୍ଥାରେ ଭଧାରକରି ଭଞ୍ଜନଗର ଡାକ୍ତରଖାନାରେ ଭତ୍ତି କରିଥିଲେ ।ଏହି ଘଟଣାକୁ ନେଇ ୨୯ ତାରିଖ ଦିନ ଆହତ ପ୍ରଶ୍ନଙ୍କ ସ୍ବୀ ଝୁନୁ ଜାନୀ ୩ ଜଣଙ୍କନାମରେ ତାରସିଂ ଥାନାରେ ଲିଖିତ ଅଭିଯୋଗ କରିବ ପରେ ଅଭିଯୋଗକୁ ଭିତ୍ତି କରି ତାରସିଂ ଥାନା କେସନଂ ୨୧୯/୨୩ରେ ମାମଲା ରୁଜୁ କରି ୩ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଭାଗୀରଥି ନାୟକ ସୁଚନା ଦେଇଛନ୍ତି । ଭଞ୍ଜନଗର ରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୭/୨୦୨୩----୯,୫୫ Sakhigopal News,6/7/2023

ads

Blog Archive

Popular Posts