ads

Breaking News

ଆଇପିଏସ୍ ରାହୁଲ ଜୈନ ନୟାଗଡ଼ ଏସପି ଭାବେ ନିଯୁକ୍ତି ହେଲେ

     
 
 ନୟାଗଡ଼--- ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ଅବସର ଗ୍ରହଣ କରିବା ପରେ ଖୋର୍ଦ୍ଧା ଏସପି ନୟାଗଡ଼ ଦାୟିତ୍ଵରେ ରହିଥିଲେ।ଆଜି ରାଜ୍ୟ ସରକାର ଙ୍କ ଗୃହ ବିଭାଗ ୨୦୧୫ ବ୍ୟାଚ୍ ଆଇପିଏସ୍ ରାହୁଲ ଜୈନ ଙ୍କୁ ନୟାଗଡ଼ ଏସପି ଭାବେ ନିଯୁକ୍ତି କରିଛନ୍ତି। ସେ ପୂର୍ବରୁ ଝାସୁଗୁଡା, ନୂଆପଡ଼ା,ଓ ବରଗଡ଼ ଏସପି ଭାବେ କାର୍ଯ୍ୟ କରିଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସୁରକ୍ଷା ଦାୟତ୍ବରେ ମଧ୍ୟ ରହିଥିଲେ। ସେ ଜଣେ ଆଇପିଏସ ଅଧିକାରୀ ନୟାଗଡ଼ ଜିଲ୍ଲା ପୋଲିସର ବ୍ୟାପକ ପରିବର୍ତ୍ତନ ଆଣିବେ ବୋଲି ଆଶା କରାଯାଉଛି। ନୟାଗଡ଼ ଜିଲ୍ଲାରେ ବେଆଇନ୍ ନିଶା କାରବାର , ଗୋଚାଲାନ , ଅପରାଧ ବୃଦ୍ଧି ପାଉଥିବା ବେଳେ ଶ୍ରୀଯୁକ୍ତ ଜୈନ ଏଥିରେ ଅନ୍ତ ଘଟାଇବେ ବୋଲି ଜନସାଧାରଣ ଆଶା ରଖିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୭/୨୦୨୩----୭,୪୫ Sakhigopal News,9/7/2023

ads

Blog Archive

Popular Posts