ads

Breaking News

ପାଣ୍ଡିଆ ବିଲି ଗ୍ରାମରେ ଏକ ଦନ୍ତା ହାତୀ




 ଜଟଣୀ-----  ଜଟଣୀ ବ୍ଲକ ବେଣାପାଞ୍ଜରୀ ପଞ୍ଚାୟତ ଅଧୀନ ପାଣ୍ଡିଆ ବିଲି  ଗ୍ରାମରେ ଏକ ଦନ୍ତା ହାତୀ ବୁଲୁଥିବା ର ଦେଖାଯାଇଛି । ଯାହା ଫଳରେ କି ଗ୍ରାମବାସୀ ମାନେ ଏବେ ଭୟଭୀତରେ ରହିଛନ୍ତି l ଗ୍ରାମ ବାସୀଙ୍କ ନିଜ ବିଲରେ ଥିବା ଧାନ ଖଳାକୁ ହାତୀ ନଷ୍ଟ ଭୟରେ ନିଜଘରକୁ ସ୍ଥାନାନ୍ତରିତ କରିଛନ୍ତି l ବର୍ତ୍ତମାନ ଗ୍ରାମରେ ବନ ବିଭାଗ ଟିମ ପହଞ୍ଚିଛି l ହାତୀଟି କେଉଁ ରେଞ୍ଜରୁ ଆସିଛି ତାହା ତଦନ୍ତ ପରେ ହାତୀ ଘଉଡ଼ାଇବା ପଦ୍ଧତି ଆରମ୍ଭ ହେବ ବୋଲି ସୂଚନା ମିଳିଛି l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୧/୨୦୨୩---୭,୪୫ Sakhigopal News,5/1/2024

ads

Blog Archive

Popular Posts