ads

Breaking News

୨୮ ଗୋଟି ଗାଡ଼ି ମାଲିକମାନେ ୨୦ ହଜାର ଟଙ୍କା ପାଇନି ଦେଲେ

 
ସାକ୍ଷୀଗୋପାଳ--- ଗୁରୁବାର ଅପରାହ୍ନ ସମୟରେ ସତ୍ଯବାଦୀ ପୋଲିସ ଓ  ଆରଟିଓ ପୁରୀଙ୍କ ଦ୍ୱାରା ମିଳିତ ଭାବରେ ସତ୍ଯବାଦୀ ବ୍ଳକ ଛକ ନିକଟରେ ଗାଡି ମଟର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ମୋଟ 28 ଗୋଟି ମୋଟରଯାନ ବିରୁଦ୍ଧରେ 20000/- ଟଙ୍କା ଫାଇନି  କରାଯାଇଥିବା ଥାନାଧିକାରୀଙ୍କ ଠାରୁ ସୁଚନା ମିଳିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୧/୨୦୨୩----୯,୧୦ Sakhigopal News,12/1/2023

ads

Blog Archive

Popular Posts