ads

Breaking News

ସତ୍ୟବାଦୀ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ


ସାକ୍ଷୀଗୋପାଳ----ସତ୍ୟବାଦୀ ସ୍ଥିତ କାଦୁଆ ଆଶ୍ରମ (ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ) ପରିସରରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାନ୍ଧୀ ଙ୍କର ସ୍ମୃତିଚାରଣ କରାଯାଇଥିଲା ।ଭାରତ ବିକାଶ ପରିଷଦ ଏବଂ ଗୋପବନ୍ଧୁ ମିଶନ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟବାଦୀ ଦାଶ, ଦେବାଶିଷ ମିଶ୍ର, ପ୍ରଫୁଲ୍ଲ କୁମାର ଦାଶ, ନୀଳକଣ୍ଠ ବାରିକ, ସୁଶାନ୍ତ ରଥ, ଉପେନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ
ଦ୍ଵରିକାନାଥ ଚ୍ୟାରି ଟେବଲ ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ
ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ, ସନ୍ଧ୍ୟାରାଣୀ ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ, ଜୟଶ୍ରୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ ,୨/୧୦/୨୦୨୧--- ୯,୦୦
Sakhigopal News,2/10/2021

ads

Blog Archive

Popular Posts