ads

Breaking News

ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ


ବରଗଡ଼----  ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ମାର୍କେଟ ୟାର୍ଡ଼ ପ୍ରାଙ୍ଗଣରେ "ଅମୃତ ମହୋତ୍ସବ" ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।  ଏହି ଅବସରରେ ବିଜେପି ସଂକ୍ରିଡା ମଣ୍ଡଳ ସଭାପତି ଭୀମସେନ ମଲ୍ଲିକ ସଭାପତିତ୍ବ କରିଥିଲେ। ଅତିଥି ଭାବେ ବରଗଡ ସାଂସଦ ର ପ୍ରତିନିଧି ବିପିନ ଭୁସାଗର ଯୋଗ ଦେଇଥିଲେ ଓ ଦିନ ଦୟାଲ ଉପାଧ୍ୟାୟ ଙ୍କ ଜୀବନୀ ଆଲୋକପାତ କରିଥିଲେ। ଏଥିରେ ଦେବାନନ୍ଦ ଖମାରୀ, ସୁଜିତ୍ ପୁରୋହିତ, ଚନ୍ଦ୍ର ଶେଖର ତାଣ୍ଡି, ତାସୁ ସୁବାରାଜୁ, ଗଣେଶ ମାଝୀ, ହରିଶ୍ ଚନ୍ଦ୍ର ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ମନୋରଞ୍ଜନ ଭୂଏ ଧନ୍ୟବାଦ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୯/୨୦୨୧----- ୬,୪୦   Sakhigopal News,26/9/2021

ads

Blog Archive

Popular Posts