ads

Breaking News

ଭେଡେନ ବ୍ଲକ ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବୃକ୍ଷ ରୋପଣ

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ପର୍ଯ୍ୟଟନ କେନ୍ଦ୍ର।   ପପଙ୍ଗା ପାହାଡ ର ପାଦଦେଶରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭେଡେନ ବ୍ଲକ ଯାଦବ ସାଂସ୍କୃତିକ ସମାଜ ର ସଭାପତି ନରେନ୍ଦ୍ର ବାଗ ନେତ୍ରୁତ୍ଵରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ପପଂଗା ସମିତି ସଭ୍ୟ ମନୋଜ ପ୍ରଧାନ ଯୋଗ ଦେଇ ଥିଲେ। ଏଥିରେ ପଞ୍ଚାୟତର ଯାଦବ ସମାଜ ର ସଭାପତି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏଥିରେ ଭେଡେନ ବ୍ଲକ ଯାଦବ ସାଂସ୍କୃତିକ ସମାଜ ର ପୂର୍ବତନ ସଭାପତି ସୁରୁବାବୁ ବଗର୍ତ୍ତୀ, ସୋମନାଥ ଭୋଇ, କ୍ଷୀରୋଦ ବାଗ, ସୁନ୍ଦର୍ ମଣି ମାଝୀ, ହରିବନ୍ଧୁ ଗହୀର, ଧନଞ୍ଜୟ କାଠର, ଆଦିକନ୍ଦ ଭୋଇ, ଗୁଣମଣି ଭୋଇ, ମହାଦେବ ଥପା, ଅଚ୍ୟୁତା ନନ୍ଦ ମହାକୁର ବହୁ ଯାଦବ ଭାଇ ମାନେ ଯୋଗଦାନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଯୁଗଳ କିଶୋର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। 
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୯/୨୦୨୧---୭,୫୦  
Sakhigopal News,28/9/2021

ads

Blog Archive

Popular Posts