ads

Breaking News

ବିଜେପୁର ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

 ବରଗଡ଼ -----ଆସନ୍ତା ୨୧ ତାରଖରେ ବିଜେପୁର ଆସନ ପାଇଁ ଭୋଟ ଗ୍ରହଣ ହେବ । ଏନେଇ ସବୁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆଜି ବୁଧବାର କଂଗ୍ରେସ ନିଜ  ପ୍ରାର୍ଥୀ ନାମ ଘୋଷଣା କରିଛି ।ବରଗଡ଼ ଜିଲ୍ଲା କଂଗ୍ରେସ ଉପ ସଭାପତି ଦିଲ୍ଲୀପ  କୁମାର  ପଣ୍ଡା ଙ୍କୁ ଦଳ ପ୍ରାର୍ଥୀ କରିଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି)ଅଧକ୍ଷ ସୋନିଆ ଗାନ୍ଧୀ ଙ୍କ ମଞ୍ଜୁରକ୍ରମେ ଦିଲ୍ଲୀପ ଙ୍କୁ ବିଜେପୁର ବିଧାନସଭା  ପାଇଁ ପ୍ରାର୍ଥୀ କରାଯାଇଛି।


 D das
baragada News
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

ads

Blog Archive

Popular Posts