ads

Breaking News

ପୁରୀ ସ୍ୱର୍ଗଦ୍ୱାର ନକ୍ସା ପରିବର୍ତ୍ତନ ହେବ

  ପୁରୀ----- ସ୍ବର୍ଗଦ୍ବାରକୁ ଶବ ଦାହ ପାଇଁ ଆସି କଲବଲ ହେଉଥିବା ଶବବାହକ ଓ ମୃତକଙ୍କ ସଂପର୍କୀୟଙ୍କୁ ଆଉ ଯନ୍ତ୍ରଣା ସହିବାକୁ ପଡିବ ନାହିଁ। ସ୍ବର୍ଗଦ୍ବାରର ନବକଳେବର କରାଯିବ। ଖୁବଶୀଘ୍ର କାମ ଆରମ୍ଭ ହେବ। ତେବେ ପୁରୀ ସ୍ବର୍ଗଦ୍ବାର କିଭଳି ଦିଶିବ, କେମିତି ବଦଳିବ, ଶବବାହକଙ୍କ ପାଇଁ କ’ଣ ସୁବିଧା ରହିବ ତା’ର ଏକ ନକ୍ସା ପ୍ରସ୍ତୁତ ହୋଇଛି। ଏ‌ ନେଇ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଏକ ପ୍ରତିନିଧି ଦଳ ସ୍ବର୍ଗଦ୍ବାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେଲଙ୍ଗାନାରେ ନିର୍ମାଣ ହୋଇଥିବା ଏକ ଶ୍ମଶାନ ଢାଞ୍ଚାରେ ସ୍ବର୍ଗଦ୍ବାର ନିର୍ମାଣ ହେବ। ସଂପୃକ୍ତ ସଂସ୍ଥା ଏ ନେଇ ଏକ ଚୂଡାନ୍ତ ନକ୍ସା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛି। ଏହି ପ୍ରତିନିଧି ଦଳ ଦେଇଥିବା ନକ୍ସା ମୁତାବକ ସ୍ବର୍ଗଦ୍ବାର କଳେବର ବଦଳିବ।

 ଧୀରେନ୍ଦ୍ର ସେନାପତି  

ads

Blog Archive

Popular Posts