ads

Breaking News

ଆସ ସ୍କୁଲ୍ ଯିବାରେ ଜଣେ ଛାତ୍ର ସାମିଲ ହେଲେ

 ସାକ୍ଷୀଗୋପାଳ --- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ ପାଠ ନ ପଡି ବୁଲୁଥିବା ପିଲାଙ୍କୁ ସରକାର ଙ୍କ ଯୋଜନା ଆସ ସ୍କୁଲ୍ ଯିବା କାର୍ଯ୍ୟକ୍ରମ ରେ ଜଣେ ସାମିଲ ହୋଇଥିବା ଜଣାପଡିଛି। ତାଙ୍କ ନାମ ଆସିଲ ଜେନା ।  ଦୁତୀୟ ଶ୍ରେଣୀରେ ତାଙ୍କ ନାମ ଲେଖା ଯାଇଛି ବୋଲି ଆସ ସ୍ଲୁଲ ଯିବା ନେଡାଲ ଅଧିକାରୀ ବସନ୍ତ କୁମାର ସ୍ବାଇଁ ଙ୍କ ଠାରୁ ସୂଚନା ମିଳିଛି। ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଅମିତା ସେନାପତି, ସିଆରସିସି ପାର୍ଥ ସାରଥି ଦାସ ଓ ସର୍ଭେର ଶ୍ରୀମନ୍ତି ଦାଶ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୨/୮/୨୦୨୫----୮,୧୫ Sakhigopal News,12/8/2025

ads

Blog Archive

Popular Posts