ads

Breaking News

ଭେଡେନ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ଜରିଆରେ ଏକ ବୈଠକ

 
ବରଗଡ଼ --- ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଡାଲବ ଗ୍ରାମ ଠାରେ ଭେଡେନ ପୋଲିସ ପକ୍ଷରୁ ଆମ ପୋଲିସ ସମିତି ଜରିଆରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡାଲବ ସରପଞ୍ଚ ରାଧେଶ୍ୟାମ ପୋଢ, ଦେଶଭଟଲି ସରପଞ୍ଚ ତୋଷବନତ ସାହୁ ଉଭୟ ପଞ୍ଚାୟତ ଜନସାଧାରଣ ଉପସ୍ଥିତ ଥିଲେ। ଏଥିରେ ଭେଡେନ ଆଇଆଇସି ପ୍ରେମଜିତ ଦାଶ, ସବଇନ୍ସପେକ୍ଟର ଧନେଶ୍ଵର ସାହୁ ସମେତ  ଓ ଅଧିକାରୀ ଗଣ ଜନସାଧାରଣ ଙ୍କୁ ପୋଲିସ ପକ୍ଷରୁ ନୂତନ ଆଇନ୍, ସାଇବର କ୍ରାଇମ ବିଷୟ ରେ ଉପସ୍ଥିତ ଭଦ୍ର ବ୍ଯକ୍ତି ଓ ଜନସାଧାରଣ ଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଜନସଚେତନା ସୃଷ୍ଟି  କରାଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୭/୭/୨୦୨୪----୮,୧୦ Sakhigopal News,26/7/2024

ads

Blog Archive

Popular Posts