ads

Breaking News

ପବିତ୍ର ଗାନ୍ଧୀଜୟନ୍ତୀରେ ସ୍ୱଛତା କାର୍ଯ୍ୟକ୍ରମ



ଜଟଣୀ-----   ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଆନୁକୁଲ୍ୟରେ ଛାତ୍ର ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ଵାରା  ଆମ ଦେଶର ପ୍ରଧାନ ମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଜଟଣୀ ପୌରପରିଷଦ ଅନ୍ତର୍ଗତ ହାଟବଜାର ଗ୍ରାମ ପରିସରର ଚତୃପାର୍ଶ୍ଵ ସଫେଇ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ବାରିକ, ବିନିତା ଷଡ଼ଙ୍ଗୀ, ଶ୍ୟାମାଳିମା ରାଉତ, ମମତା ମିଶ୍ର ,ମୋନାଲିସା ମହାନ୍ତି, ବେଦମତୀ ବେହେରା, ପୂଜା ଦାସ, ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୧୦/୨୦୨୩---୮,୫୫ Sakhigopal News,2/10/2023

ads

Blog Archive

Popular Posts