ads

Breaking News

କୁକୁର କାମୁଡାରେ ହରିଣର ମୃତ୍ୟୁ



ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ ଲାଠିପଡା ସେକସନର ରଗଡା ସଂରକ୍ଷିତ ଜଙ୍ଗଲରେ ହରିଣଟି ବୁଲୁଥିବା ସମୟରେ କୁକୁର କାମୁଡାରେ ହରିଣର ମୃତ୍ୟୁ ହେଇଥିବା ବନାଞ୍ଚଳ ଅଧିକାରୀ କୁମାର ବେହେରା ସୁଚନା ଦେଇଛନ୍ତି । ଖବର ନେବାରେ ହରିଣଟି ଖାଦ୍ୟ ପାଇଁ ରଗଡା ସଂରକ୍ଷିତ ଜଙ୍ଗଲରୁ ବାହାରି ଗ୍ରାମ  ଅଭିମୁଖେ ଆସୁଥିବା ବେଳେ କୁକୁର ହାବୁଡ଼ରେ ପଡିଯିବା ଫଳରେ  ହରଣଟିକୁ କୁକୁର ଆକ୍ରମଣର ଶିକାର ହେଇଥିଲା। ଲାଠିପଡା ବନପାଳ ଅମ୍ରିତା ଜେନା ଖବର ପାଇଁ ଘଟଣାସ୍ଥଳରେ ପହଞ୍ଜି ଗୁରୁତର ଅବସ୍ଥାରେ ଉଧାର କରି ଭଞ୍ଜନଗର ପଶୁ ଚିକିତ୍ସାଳୟରେ ଉତ୍ତି କରାଯାଇଥିଲା ।ଏଠାରେ ଚିକିତ୍ସା କରୁଥିବା ଡାକ୍ତର ହରଣଟିକୁ ମୃତ୍ୟୁ ଘୋଷଣା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧୦/୨୦୨୩-----୮,୧୦ Sakhigopal News,3/10/2023

ads

Blog Archive

Popular Posts