ads

Breaking News

ଦଣ୍ଡେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ଶେଷ

Dandeshwar Mahadev's awakening journey is over.


ଓଡ଼ଗାଁ:--ଓଡଗାଁ ବ୍ଲକ ରେ ବିଭିନ୍ନ ଶୈବପୀଠ ରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ, ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଦେଓଗାଁ ରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଦଣ୍ଡେଶ୍ୱର ମହାଦେବଙ୍କ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି।  ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଦେଓଗାଁ ର ଏହି ଶୈବପୀଠ ରେ ଜାଗର ଯାତ୍ରା ପାଇଁ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଦିନସାରା ଶିବରାତ୍ରି ନୀତିକାନ୍ତି ସମାପ୍ତ ପରେ ରାତି ୧୦ ରେ ମହାଦେବଙ୍କ ମହାଦୀପ ଉଠିଥିଲା। ଭକ୍ତ ମାନେ ମନ୍ଦିର ପରିସରରେ ଦ୍ବୀପ ଜାଳିବା ଦେଖାଯାଇଥିଲା ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨/୩/୨୩ ---୬,୨୦  Sakhigopal News,2/3/2022

ads

Blog Archive

Popular Posts