ads

Breaking News

ସଇଁନ୍ତଲା ବ୍ଲକ୍ ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଗୁଣସାଗର ମାଝୀ

Gunasagar Majhi was unanimously elected as the Vice President of Saintala Block.

ବଲାଙ୍ଗିର:ସଇଁନ୍ତଲା ଜିଲ୍ଲା ସଇଁନ୍ତଲା ବ୍ଲକ୍‌ରେ ରାଜନୈତିକ ଦଳ ମଧ୍ୟରେ ଅନେକ ଉଷ୍ମତା ବୃଦ୍ଧି ପାଇବା ସହ ଜୋରଦାର ଟକ୍ଟର ମଧ୍ୟ ହୋଇଥାଏ। ତେବେ ଚଳିତ ନିର୍ବାଚନରେ ନିର୍ଦ୍ବନ୍ଦ୍ବରେ ଭାବେ ସଇଁତଲା ବ୍ଲକ୍‌ ଅଧ୍ୟକ୍ଷ ପଦବୀ କଂଗ୍ରେସ ସମର୍ଥକ ହାତୋଇଥିବା ବେଳେ ଆଜି ବ୍ଲକ୍ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହୋଇଥିଲା। କଂଗ୍ରେସ ସମର୍ଥକ ପ୍ରାଥୀ ତଥା ଭଦ୍ରା ପଞ୍ଚାୟତରେ ଶତାଧିକ ଭୋଟରେ ସମିତି ପଦବୀ ହାସଲ କରିଥିବା ଗୁଣସାଗାର ମାଝୀ ସଇଁତଲା ବ୍ଲକ୍ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ନବ ନିର୍ବାଚିତ ବ୍ଲକ୍ ଅଧ୍ୟକ୍ଷା ମୋନିକା ସିଂ ଭୋଇ ସମେତ କଂଗ୍ରେସ କର୍ମୀମାନଙ୍କୁ ଶ୍ରୀଯୁକ୍ତ ମାଝୀ ଧନ୍ୟବାଦ ଜଣାଇବା ସହ ସମିତି ସଭ୍ୟ, ସଭ୍ୟା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏବଂ ଅନେକ ଥର ବ୍ଲକ୍ ସଭାପତି, ସମିତି ସଭ୍ୟ, ଜିଲ୍ଲା ପରିଷଦ ଭାବେ ଲୋକଙ୍କ ଭଲ ପାଇବା ଯୋଗୁଁ ବିଜୟୀ ଲାଭ କରିଛନ୍ତି। ଆଗାମୀ ଦିନରେ ଲୋକଙ୍କ ଦୁଃଖର ସୁଖର ସାଥୀ ହୋଇ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ବଲାଙ୍ଗୀର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୪/୩/୨୦୨୨ 
Sakhigopal News,24/3/2022

ads

Blog Archive

Popular Posts