ads

Breaking News

ବୁଢ଼ାଆମ୍ବ ଚୌକି ବନ୍ଦରେ ପଡି ଜଣେ ବିକୃତ ମତିଷ୍କ ମହିଳାଙ୍କର ମୃତୁ


ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲା କବିସୁର୍ଯ୍ଯ ନଗର ଥାନା ଅନ୍ତର୍ଗତ ବୁଢ଼ାଆମ୍ବ ଚୌକି ବନ୍ଦରେ ଜଣେ  ବିକୃତ ମତିଷ୍କ ମହିଳା ପଡ଼ି ଯାଇ ମୃତୁ ବରଣ କରିଥିବା ଜଣା ପଡ଼ିଛି।ମହିଳା ଜଣକ ଦେଉ ଗାଁ ର ସାଇବେନି ପାତ୍ର । ତାଙ୍କ ବୟସ ୬୫ ବର୍ଷ ।ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଠାରୁ ଖବର ପାଇ ତାଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ଥିଲେ। ସେ ବିକୃତ ମତିଷ୍କ ହୋଇଥିବାରୁ ଘରୁ ଆସି ଏଣେତେଣେ ବୁଲୁଥିବା ପରିବାର ଲୋକେ କହିଛନ୍ତି। ମୃତକ ମହିଳାଙ୍କ ଶବକୁ ପୋଖରିରୁ ଉଦ୍ଧାର କରି ପରିବାର ଲୋକଙ୍କୁ ଦିଆ ଯାଇଥିଲା । ଏବଂ ପରିବାର ଲୋକଙ୍କ ଦ୍ୱାରା ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣା ପଡ଼ିଛି।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ ,  ୨୯/୫/୨୦୨୧---୪,୫୦ ,   
 Sakhigopal News,29/5/2021

ads

Blog Archive

Popular Posts