ads

Breaking News

ସେବା ହିଁ ପରମୋଧର୍ମ ଅନୁଷ୍ଠାନ ପକ୍ଷରୁ ରାଶନ ସାମଗ୍ରୀ ପ୍ରଦାନ

 


ସାକ୍ଷୀଗାପାଳ------- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ନୁଆସାହି ଗ୍ରାମର ରମେଶ ଚନ୍ଦ୍ର ସାହୁ ମହାମାରୀ କରୋନା ଯୋଗୁ ବହୁ ଅସୁବିଧାରେ କାଳତିପାତ କରୁଥିଲେ ।ଏହି ଖବର ପାଇ ପୁରୀର ସେବା ହିଁ ପରମୋଧର୍ମ ଅନୁଷ୍ଠାନର ସଭାପତି ବାପିନା ସମାନ୍ତରାୟଙ୍କ ନେତ୍ୱତୃରେ ଆଦର୍ଶ ମିଶ୍ର, ରମେଶ ମହାପାତ୍ର, ଲିପିତି ରଞ୍ଜନ ପ୍ରଧାନ, ରିପନ ମିଶ୍ର ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ସାହୁଙ୍କ ପରିବାରଙ୍କୁ ରାଶନ ସାମଗ୍ରୀ ପ୍ରଦାନ କରାଯାଇଥିବା ଜଣାପଡିଛି । ଉକ୍ତ ଅନୁଷ୍ଠାନ ବିଭିନ୍ନ ବ୍ଳକରେ ଅସହାୟ. ଗରିବ ପରିବାରଙ୍କୁ ସହଯୋଗର ହାତ ବଡାଇଛାଲିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୧/୫/୨୦୨୧---୯,୪୦ 
Sakhigopal News, 31/5/2021

ads

Blog Archive

Popular Posts