ads

Breaking News

୧୪ଲିଟର ବିଦେଶୀ ମଦ ଜବତ; ଜଣେ ଗିରଫ

  ସାକ୍ଷୀଗୋପାଳ-----ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସିଙ୍କ ତତ୍ୱବଧାନରେ ଏଏସଆଇ ବୈଷ୍ଠବ ମହାରଣା ରାତ୍ର କାଳୀନ ପ୍ରାଟୋଲିଂ କରୁଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଚାରିଘାୟାପଡା ଗ୍ରାମର କର୍ଣ୍ଣଚନ୍ଦ୍ର ସାହୁ ଚୋରା ବିଦେଶୀ ମଦ କାରବାର କରୁଥିବା ଜାଣି ଅଚାନକ ଚଡାଉ କରିଥିଲେ । ତାଙ୍କ  ନିକଟରୁ ବିଭିନ୍ନ କମ୍ପାନୀର ୧୪ ଲିଟର ବିଦେଶୀ ମଦ ଜବତ କରାଯାଇଛି । ସତ୍ୟବାଦୀ ଥାନା କେସନଂ୧୪୬/୨୦୨୧ରେ ଏକ କେସରୁଜ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୪/୨୦୨୧--୪,୫୫

ads

Blog Archive

Popular Posts