ads

Breaking News

ଧର୍ମଶାଳା ବିଜେଡି ପାଳନ କଲା ବିଶ୍ୱ ମହିଳା ଦିବସ


 
ଧର୍ମଶାଳା--- ମହିଳା ଦିବସ ଉପଲକ୍ଷେ ଧର୍ମଶାଳା ବିଜେଡ଼ି ଗାର୍ଲସ୍ ଉଇଙ୍ଗ୍ ଏବଂ ମହିଳା ବିଜୁ ଜନତା ଦଳ ଧର୍ମଶାଳା ତରଫରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି।
ଏହି ମହିଳା ସମାବେଶ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲ ଯାଜପୁର ଜିଲ୍ଲାର ସାସଂଦ ଶ୍ରୀମତୀ ଶର୍ମିଷ୍ଠା ସେଠି, ଧର୍ମଶାଳା ବିଧାୟକ  ପ୍ରଣବ କୁମାର ବଳବନ୍ତରାୟ, ଯାଜପୁର ଜିଲ୍ଲା ପୂର୍ବତନ ସାଂସଦ ଶ୍ରୀମତୀ ରୀତା ତରାଇ, ଧର୍ମଶାଳା ବ୍ଲକ୍ ଅଧକ୍ଷ  ପ୍ରଭାତ କୁମାର ବଳବନ୍ତରାୟ, ଏବଂ ରାଜ୍ଯ ଯୁବ ସାଧାରଣ ସମ୍ପାଦକ ମଧୁସ୍ମିତା ନାୟକ, ରାଜ୍ଯ ଯୁବ ଉପସଭାପତି ଶ୍ରୀମତୀ ସୋଫିଆ ଆଲାମ୍, ମଞ୍ଚ ପରିଚାଳନା କରିଥିଲେ ଧର୍ମଶାଳା ଗାର୍ଲସ୍ ଉଇଙ୍ଗ୍ ର ସଭାନେତ୍ରୀ କ୍ଷୀରାବ୍ଧିତନୟା ମଲ୍ଲିକ୍, ଉପସ୍ଥିତ ଥିଲେ ଜିଲ୍ଲା ତଥା ବ୍ଲକ୍ ସ୍ତରୀୟ ବହୁ ମହିଳା ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ମହିଳା ମାନଙ୍କ ର ଉନ୍ନତି ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।
ବ୍ରହ୍ମପୁର ରୁ ଅଶେଷ କୁମାର ପାତ୍ର,୯/୩/୨୦୨୧-----୪,୧୦

ads

Blog Archive