ads

Breaking News

ଜଟଣୀ ହରିଭାଇନା ଛକ ଠାରେ ସିରିଜ୍ ଦୁର୍ଘଟଣା


 ଜଟଣୀ---  ଜଟଣୀ ହରି ଭାଇନା ଛକ ଠାରେ ଘଟିଛି ଏକ ଶିରିଜ୍ ଦୁର୍ଘଟଣା। ଦୁର୍ଘଟଣା ଘଟାଇଛି ଏକ ପୋଲ କାର। ଚାଳକଙ୍କ ବେପରୁବା ଗାଡି ଚାଳନା  ଯୋଗୁଁ  ଘଟିଛି ଦୁର୍ଘଟଣା। ଗାଡି ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗୋଟିଏ ସ୍କୁଟି ଗାଡି କୁ ପିଟିବା ପରେ ପାଖରେ ଥିବା ଯୁସ୍ ଦୋକାନକୁ ଧକାଦେଇ ଥିଲା। ଫଳରେ ସେଠାରେ ଥିବା ଦୋକାନୀ ବନ୍ଦ୍ଦେଶ୍ ସୋନକର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ସଙ୍ଗେ ସଙ୍ଗେ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ  ଚିକିତ୍ସା କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ଗାଡି ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧୪/୩/୨୦୨୧----୫,୧୦

ads

Blog Archive

Popular Posts