ads

Breaking News

କିଡୀନି ରୋଗ ନିରାକରଣ ନେଇ ସାମ୍ବାଦିକ ସମ୍ମିଳନୀ




ଭୁବନେଶ୍ୱର---- ବିଶ୍ୱ କିଡିନୀ ଦିବସ ଅବସରରେ ଡ଼କ୍ଟର ବିବେକାନନ୍ଦ ପଣ୍ଡା ଏକ  ସାମ୍ବାଦିକ ସମିଳନୀ କରିବା ସହ ନିଜର ମତ ରଖିଛନ୍ତି । ୧୧ ମାର୍ଚ୍ଚକୁ  ବିଶ୍ୱ କିଡୀନି ଦିବସ ରୂପେ ପାଳନ କରାଯାଉଛି । କିଡୀନି ରୋଗ କିପରି ଭଲ ହୋଇପାରୁଛି  ତାହା ଉପରେ ଡ଼କ୍ଟର ପଣ୍ଡା ମିଡ଼ିଆକୁ  କହିଥିଲେ  । ଆମେ ଯଦି  ସ୍ୱସ୍ତିକ ଭୋଜନ ସହ ପ୍ରତିଦିନ  ବ୍ୟାୟାମ ଓ ଯୋଗ କରାଯାଏ  ତାହେଲେ ଏହି ରୋଗ ଭଲ ହେଇ ପାରିବ ।ଏହି ରୋଗ ହେଲେ କୋଣସି ଭୟଭୀତ ନ ହୋଇ   ଆମେ ଡ଼କ୍ଟରଙ୍କର କଥାରେ ଔଷଧ ଖାଇବା ତାହେଲେ ସମ୍ପୂର୍ଣ ଲାଇଫ କୁ enjay କରିବା ବୋଲି ଡ଼କ୍ଟର ପଣ୍ଡା କହିଥିଲେ। ଓଡିଶା କୁ କିପରି କିଡୀନି ମୁକ୍ତ କରିପାରିବା ସେ ନେଇ ଡାକ୍ତର ପଣ୍ଡା ସଦା ସର୍ବଦା ଚେଷ୍ଟିତ ବୋଲି କହିଥିଲେ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୯/୩/୨୦୨୧----୩,୩୫

ads

Blog Archive