ads

Breaking News

ଡ଼ାକବଜା ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ


ଧରାକୋଟ----   ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ ଅନ୍ତର୍ଗତ ଡାକବଜା ଗ୍ରାମର ଜମ୍ବୁ ସ୍ବାଇଁ ସ୍ୱାମୀ-ଦଣ୍ଡପାଣି ସ୍ବାଇଁ ଆଜି ସକାଳ ସମୟରେ ପୋଖରୀ ପାଣିରେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଧରାକୋଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର  ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଏହି ଖବର ଶୁଣିବା ମାତ୍ରେ ୬୦ ନଂ ଯୋନର ଜିଲ୍ଲା ପରିଷଦ  ଗଦାଧର ସ୍ୱାଇଁ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପଠାଇବା ନିମନ୍ତେ ସମ୍ପୂର୍ଣ୍ଣ ସହାୟତା ଯୋଗାଇଦେବା ସହ ସରକାରଙ୍କ ସମସ୍ତ ଯୋଜନା ତାଙ୍କ ପରିବାରକୁ ମିଳିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।
ଧରାକୋଟ ରୁ କାଳୁ ଚରଣ ମହାପାତ୍ରଙ୍କରିପୋର୍ଟ ,୧୦/୩/୨୦୨୧-----୬,୩୦

ads

Blog Archive