ads

Breaking News

ଜନସେବା କେନ୍ଦ୍ରରୁ ଚୋରି : ଥାନାରେ ଅଭିଯୋଗ

ଡେଲାଙ୍ଗ --- ଡେଲାଙ୍ଗ ରାମଚନ୍ଦ୍ରପୂର ଠାରେ ଥିବା ଭାରତୀୟ ଷ୍ଟେଟବ୍ଯାଙ୍କ ଗ୍ରାହକ ଜନ ସେବା କେନ୍ଦ୍ରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାଫଡିଛି । ଜିତେନ୍ଦ୍ର କୁମାର ଘଡାଇ  ଦୂଇ ବର୍ଷ ହେବ ସଙ୍ଗୀତା ରାୟଙ୍କ ଘରଭଡା ନେଇ ସେଠାରେ ଜନସେବା କେନ୍ଦ୍ର ଖୋଲିଛନ୍ତି । ସବୂଦିନ ପରି କାମସାରି ଜନସେବା କେନ୍ଦ୍ର ବନ୍ଦ କରି ପାଖ ଘରେ ଶୋଇଥିଲେ ।ବିଳମ୍ବିତ ରାତିରେ ଦୁବୁର୍ତ୍ତମାନେ ଝନସେବା କେନ୍ଦ୍ରର ସଟରତାଡି ଭିତରେ ପଶି ଭଙ୍ଗାରୁଜା କରିବା ସହ ଆଠ ହଜାର ଟଙ୍କାର ଦଶ ଟଙ୍କିଆ କଏନ ନେଇଯାଇଥିବା  ଜିତେନ୍ଦ୍ର ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇଛି  ।
ଡେଲାଙ୍ଗରୁ  ଧୀରେନ୍ଦ୍ର ସେନାପତି   

Jana seva Keandhauru chouri

ads

Blog Archive

Popular Posts