ads

Breaking News

ଓଡିଶା ପ୍ରଦେଶ ମହିଳା କଂଗ୍ରେସର ସମ୍ପାଦିକା ହେଲେ :ନିରୁପମା ପାତ୍ର

ଡେଲାଙ୍ଗ ---- ଓଡିଶା ପ୍ରଦେଶ କଂଗ୍ରେସ କମିଟି ଅଧ୍ଯକ୍ଷ ନିରଞ୍ଜନ  ପଟ୍ଟନାୟକଙ୍କ ସୂପାରିଶ ଓ ଅଖିଳ ଭାରତ ମହିଳା କଂଗ୍ରେସ ସମ୍ଫାଦିକା ତଥା ଓଡିଶା ମହିଳା କଂଗ୍ରେସ ପ୍ରଭିରୁ ସଂଧ୍ଯା ସାଵାଳାଖେଙ୍କ ପରାମର୍ଶ କ୍ରମେ ଅଖିଳ  ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୁ ସୁସ୍ମିତା ଦେବଙ୍କ ଅନୁମୋଦନରେ ଓଡିଶା ପ୍ରଦେଶ କଂଗ୍ରେସର ସମ୍ପାଦିକା ଭାବେ ନିରୁପମା ପାତ୍ରଙ୍କୁ ନିଯୁକ୍ତି ମିଳିଛି । ଡେଲାଙ୍ଗ ବ୍ଳକର ହରିରାଜପୁର ଗ୍ରାମର । ବିଗତ ଦୀନରେ ଅନ୍ଯାୟ ବିରୋଧରେ ଆନ୍ଦୋଳନ , ମହିଳା ମାନଙ୍କୁ ନ୍ଯାୟ ଓ ମଦ ମୁକ୍ତ କରିବା ପାଇଁ ସେ ବିଭିନ୍ନ ସମୟରେ ଆନ୍ଦୋଳନରେ ଆଗ ଧାଡିରେ ରହିଥାନ୍ତି । ସେ ପୁରୀ ଜିଲ୍ଳାର ସଭାନେତ୍ରୀ ଭାବରେ ପରିଚିତ ଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
Odisha pradesh mahila congress sampadika hele Nirupama Patra
By - Dhirendra Senapati ( Delanga )
Sakhigopal News

ads

Blog Archive

Popular Posts