ads

Breaking News

କେ ଏସ ୟୁ ବି କଲେଜ ବାଣିଜ୍ୟ ବିଭାଗର ସ୍ଵାଗତ ସଭା


ଭଞ୍ଜନଗର,----ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ସ୍ଵାଗତ ସଭା ଅନୁଷ୍ଟିତ ହୋଇଯାଇଛି । ଛାତ୍ରୀ ଛାତ୍ର ମାନେ ମୁଖ୍ୟ ଫାଟକ ନିକଟରୁ ଏକ ଶୋଭାଯାତ୍ରା ରେ ବାହାରି କଲେଜ ପରିକ୍ରମା କରିବା ପରେ ସଭା ସ୍ଥଳରେ ପହଞ୍ଚି ଥିଲେ ଏହାପରେ  
ଆୟୋଜିତ ସଭାରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ  ଅଧ୍ୟକ୍ଷତା କରି ନୂତନ ଛାତ୍ରୀ ଛାତ୍ର ଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ଶିବରାମ ପଣ୍ଡା ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଭୂତି ଭୂଷଣ ପାଣିଗ୍ରାହୀ, ଡ ରବିନ୍ଦ୍ର ନାଥ ପାଳ,  ସାତ୍ୟକି ସାହୁ, ପ୍ରଶାସନିକ ଅଧିକାରୀ ବିଭାସ ଦାସ, ଅଧ୍ୟାପକ ହର ପ୍ରସାଦ ଶତପଥୀ, ଲେଫ୍ଟନାଣ୍ଡ ଅଧ୍ୟାପକ ରଜନୀ କାନ୍ତ ତ୍ରିପାଠୀ, ହରିଶ ଭଟ୍ଟର , ସୁନାମ ପାତ୍ର ପ୍ରମୁଖ  ଅତିଥି ଭାବେ ଯୋଗ ଦେଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ସୁନିଲ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁ  ଧନ୍ୟବାଦ୍ ପ୍ରଦାନ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୪---୮,୪୫ Sakhigopal News,6/11/2024

ads

Blog Archive

Popular Posts