ads

Breaking News

ଜନ୍ମଦିନ ଅବସରେ କୃଷ୍ଠାଶ୍ରମରେ ଥିବା ବୁଦ୍ଧବୁଦ୍ଧାଙ୍କୁ ରଦ୍ଧାଖାଦ୍ୟ ବଶ୍ଚନ



ଭଞ୍ଜନଗର--- ଭଞ୍ଜନଗର ନିକଟ ଡହରୋଡ଼ ସ୍ଥିତ କୁଷ୍ଠାଶ୍ରମ ରେ ବନ ନିଗମର ଅବସର କର୍ମଚାରୀ ସିମାଞ୍ଚଳ ସାଇଁ ଙ୍କ ନାତୁଣୀର ପ୍ରଥମ ଜନ୍ମଦିନ ବର୍ଷ ପୁରାଣୀ ଅବସରରେ ଆଶ୍ରମର ସମସ୍ତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଶୂଳପାଣି ଶତପଥୀ ଙ୍କ ସମେତ ସୀମାଞ୍ଚଳ ସ୍ବାଇଁ ପରିବାର ଲୋକ ଉପସ୍ଥିତ ରହି ସହଯୋଗ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୧/୨୦୨୪----୭,୧୫ Sakhigopal News,22/11/2024

ads

Blog Archive

Popular Posts