ads

Breaking News

ଝରାପାଲି ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟର 5ଟି ରୂପାନ୍ତରଣ ପରେ ଆଜି ଲୋକାର୍ପିତ


ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ବାମଦେବ ପାଢ଼ୀ ଉଚ୍ଚ ବିଦ୍ୟାଳୟର 5ଟି ରୂପାନ୍ତରଣର ହୋଇଯାଇଛି ।ଏହାକୁ ଲୋକାର୍ପିତ କରି ଥିଲେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ସ୍ମାଟକ୍ଲାସର ଟେଲିଭିଜନ ମାଧ୍ୟମରେ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟିତ ହୋଇଯାଇଛି। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ସହିତ ସଂକ୍ରିଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ସେଠ, ପରିଚାଳନା କମିଟି ସଭାପତି ସଚ୍ଚିଦାନନ୍ଦ ମାଝୀ, ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ କୁମାର ଚାନ୍ଦ, ବାଳମୁକୁନ୍ଦ ମେହେର ଓ ସଭ୍ୟ /ସଭ୍ୟା ମାନେ ଉପସ୍ଥିତ ଥିଲେ। ସରକାରୀ ଅଫିସର ଭାବେ ବ୍ଲକର ଜେଇ କୁସଂତିନୀ ପିଙ୍କ ବିଦ୍ୟାଳୟ ର ରାଜ୍ୟପାଳଙ୍କ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସଂଜୀବ କୁମାର ପ୍ରଧାନ, ସଚିନ୍ଦ୍ର କର୍ଣ୍ଣ, ପ୍ରମୋଦ କୁମାର ଦାସ, ସମେତ କର୍ମଚାରୀ ଓ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୫/୨୦୨୩----୮,୫୫ Sakhigopal News,6/5/2023

ads

Blog Archive

Popular Posts