ads

Breaking News

ପୋଷ୍ଟ ଅଫିସ ବ୍ୟବସାୟ ସଂଘ ତରଫରୁ ଗୋପବନ୍ଧୁ ଜୟନ୍ତୀ ପାଳିତ


ଜଟଣୀ ---ଜଟଣୀ ପୋଷ୍ଟ ଅଫିସ ଛକ ବ୍ୟବସାୟ ସଂଘ ତରଫରୁ ଗୋପବନ୍ଧୁ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି  । ଏହି ଅବସରରେ ବ୍ୟବସାୟ ସଂଘର ସଭାପତି ହେମନ୍ତ କୁମାର ସୁନ୍ଦରାୟଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ପାଦକ ମାନସ ମିଶ୍ର, ନିମେଇଚରଣ ସାହୁ, ରବୀନ୍ଦ୍ର କୁମାର ନାୟକ,ବିନୟ ସାହୁ, ପ୍ରକାଶ ଚନ୍ଦ୍ର ପଣ୍ଡା ସମସ୍ତ ବ୍ୟବସାୟୀ ଭାଇମାନେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି, ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ଓଡ଼ିଶାର ନିଷ୍ପେସିତ, ଦୈବ, ଦୁର୍ବିପାକ ପ୍ରପଡିତ ଜନତାଙ୍କ ସେବକ, ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ଗୋପବନ୍ଧୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗୋପବନ୍ଧୁଙ୍କ ଜୀବନୀ ଉପରେ ଆଲୋକ ପାତ କରିଥିଲେ ।


ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୧୦/୨୦୨୧----୧୦,୩୦
  Sakhigopal News,9/10/2021

ads

Blog Archive