ads

Breaking News

ମୁନିନ୍ଦା ଗ୍ରାମ ପଞ୍ଚାୟତରେ ସ୍ମାର୍ଟ କାମର୍ଡ ବଣ୍ଟନ

 


ଡେଲାଙ୍ଗ -------ଡେଲାଙ୍ଗ ବ୍ଳକ ମୁନିନ୍ଦା ଗ୍ରାମ ପଞ୍ଚାୟତର ମୁନିନ୍ଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ମାର୍ଟ କାମର୍ଡ ବଣ୍ଟନ ଆଗେଇ ଚାଲିଛି ।  କାର୍ଡ ହାତେଇବା ପାଇଁ ଲୋକ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଇଥିବାର ଦେଖାଯାଇଛି । ଲୋକ ମାନଙ୍କୁ କାର୍ଡ ବଣ୍ଟନ ହେବା ଆଗରୁ ଚିରୁକୁଟି ବ୍ଳକ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବଳରାମ ପାଇକ,ସୁନୀପ୍ତ କୁମାର ପରିଡା, ବିଚିତ୍ରା ନନ୍ଦ ନାୟକ, ରମେଶ ଚନ୍ଦ୍ର ବଳବନ୍ତରାୟ, ଅଙ୍ଗନୱାଡି କର୍ମୀ ବିନୋଦିନୀ ପ୍ରଧାନ, ଲକ୍ଷ୍ମୀପିୟା ପ୍ରଧାନ ଓ ଗ୍ରାମ ପଞ୍ଚାୟତ ଅଧିକାରୀ ଦୀଲିପ  କୁମାର ପରିଡା ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଥିଲେ । ସେମାନଙ୍କୁ= ସମସ୍ତ ପ୍ରକାରର ସହଯୋଗ କରିଥିଲେ ପୂର୍ବତନ ସରପଞ୍ଚ ନରେନ୍ଦ୍ର କୁମାର ପରିଡା । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୧୦/୨୦୨୧--- =୧୦,୦୫   Sakhigopal News , 11/10/2021

   

ads

Blog Archive