ads

Breaking News

୫ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ


 ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ବଳପୁର ଗ୍ରାମ ପଞ୍ଚାୟତର ପଣ୍ଡାସାହି ସ୍ଥିତ ମହାବୀର ମନ୍ଦିର ପ୍ରାଙ୍ଗଣରେ ତିନିଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗୋପାଳ ଚନ୍ଦ୍ର ପଣ୍ଡା ଓ ଗ୍ରାମାବସୀ ମାନଙ୍କ ସହଯୋଗରେ ଯଜ୍ଞ ୫ ବର୍ଷ ଧରିଅନୁଷ୍ଠିତ ହୋଇ ଆସୁଛି । ଶନିବାର ଦିନ ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗ୍ରାମରେ ଏକ ର୍ଧାମିକ ପରିବେଶ ସୃଷ୍ଟି ହୋଇଥିଲା । କର୍ତ୍ତା ଭାବେ ନବୀ ଦାରାୟଣ ପଣ୍ଡା ଓ କର୍ତ୍ତୀ ଭାବେ ଅନ୍ନପୂର୍ଣ୍ଣା ପଣ୍ଡା ରହିଥିଲେ । ମୁଖ୍ୟ ପଣ୍ଡିତ ଭାବେ ଭାଷ୍କର ପଣ୍ଡା, ସହଯୋଗୀ ଭାବେ ସନ୍ତୋଷ କୁମାର ନନ୍ଦ, ଭାଗିରଥି ପଣ୍ଡା ଓ ମହେଶ୍ୱର ପଣ୍ଡା ଯଜ୍ଞ କାର୍ଯ୍ୟ ତୁଳାଇଥିଲେ ।

 ସାକ୍ଷୀଗୋପାଳରୁଧୀରେନ୍ଦ୍ର ସେନାପତି, ୯/୧୦/୨୦୨୧---୮,୫୦ 

 Sakhigopal News, 9/10/2021

ads

Blog Archive