ads

Breaking News

କେନ୍ଦ୍ର ରେଳମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରେଳ କର୍ମଚାରୀଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା


ସାକ୍ଷୀଗୋପାଳ -----ଆଜି ଓଡିଶା ଗସ୍ତରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପୁରୀ ଯିବା ବାଟରେ ସାକ୍ଷୀଗୋପାଳ ମନ୍ଦିର,ବକୁଳବନ, ପଞ୍ଚସଖା ସମାଧିପୀଠ, ବକୁଳବନ ଓ ସତ୍ୟବାଦୀ ହାଇସ୍କୁଲ ଯାଇଥିଲେ । ଯିବା ବାଟରେ ସାକ୍ଷୀଗୋପାଳ ଷ୍ଟେସନ ନିକଟରେ ଥିବା ରେଳ ଫାଟକ ନଂ KP-27 ରେ କାର୍ଯ୍ୟରତ ରେଳ କର୍ମଚାରୀ ଓ ପୂର୍ବତଟ ରେଳପଥର ଅତିରିକ୍ତ ଯନ୍ତ୍ରୀ ପି. କେ. ଘୋଷ, ବରିଷ୍ଠ ରେଳପଥ ଯନ୍ତ୍ରୀ ହେଚ. ଏନ. କିସକୁ, ବରିଷ୍ଠ ରେଳପଥ ଯନ୍ତ୍ରୀ ସାକ୍ଷୀଗୋପାଳ ଦିଲ୍ଲୀପ କୁମାର ବେହେରା, ଟି. ଏମ ଦୁଇର  ମାନସ ରଞ୍ଜନ ନାଏକ, ଅନିଲ କୁମାର ଏସ, ବ୍ରଜବନ୍ଧୁ ଦାସ, ମନୋରଞ୍ଜନ ନାଏକ, ଚିତ୍ତରଞ୍ଜନ ପ୍ରଧାନ, ଶରତ କୁମାର ପାଲ, ବି. ମୁର୍ମୁ, ଶନ୍ତୋଷ ଜାଲି, ବିମ୍ବାଧର ଦାସ ପ୍ରମୁଖ ଉପସ୍ଥିତ ରହି ଦୁଇ ମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୮/୨୦୨୧-----୬,୪୬ Sakhigopal News, 19/8/2021

ads

Blog Archive

Popular Posts