ads

Breaking News

ଡାଲା ଅଟୋରେ ଗୋରୁ ନେଉଥିବାରୁ ପୋଲିସ ଫାଇନି ଆଦାୟ କଲା

ଓଡଗାଁ---- ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ କଲେଜ ରୋଡ଼ରେ ଦୁଇଟି ଗୋରୁ ବୋଝେଇ ଡାଲା ଅଟୋ ଯାଉଥିବା ଖବର ପାଇଥିଲେ ।  ଗାଡିକୁ ଓଡ଼ଗାଁ ପୋଲିସ ପିଛା କରିଥିଲେ । ଶେଷରେ ପିମିଟ ଆବାସିକ ମହାବିଦ୍ୟାଳୟ ନିକଟରେ ଗୋରୁ ବୋଝେଇ ଗାଡ଼ି ୨ଟିକୁ ଅଟକାଇଥିଲେ ।  ପୋଲିସ ଗାଡି ଡ୍ରାଇଭର  ଓ ଗୋରୁ ନେଉଥିବା ବ୍ଯକ୍ତିଙ୍କୁ ପଚରା ଉଚୁରା କରିଥିଲେ।ପରିଶେଷରେ ସେମାନେ ଚାଷ ପାଇଁ ନେଉଥିଲେ ବୋଲି ସ୍ୱୀକାର କରିବା ପରେ ସେମାନଙ୍କଠାରୁ ଜୋରିମାନା ଆଦାୟ କରି ଗାଡି ଦୁଇଟିକୁ  ଛାଡ଼ି ଦେଇଥିଲେ କୌଣସି ଗାଡ଼ିରେ ଗୋରୁ ଚାଲାଣ ଏକ ଧୈର୍ତବ୍ୟ ଅପରାଧ ବୋଲି ପୋଲିସ କହିଛି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts