ads

Breaking News

୧୪ତମ ବ୍ରହ୍ମଗୁପ୍ତ ଗଶିତ ପରିକ୍ଷା ଅନୁଷ୍ଠିତ

 ଅତାବିରା- ବରଗଡ ଜିଲ୍ଲାର ଜୟନ୍ତୀ ଯୁବକ ସଂଘ ବାବେବିରା ପକ୍ଷରୁ ୧୪ ତମ ବ୍ରହ୍ମଗୁନ୍ତ ଗଣିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି  । ବରଗଡ ଜିଲ୍ଲାର ୧୧ଟି ପ୍ଳକରେ ୪ର୍ଥ ଶ୍ରେଣୀ ବର୍ଗରେ ୮୦୧ ଜଣ ଏବଂ ୬ଷ୍ଠ ଶ୍ରେଣୀରେ ୮୧୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ  । ବିଭିନ୍ନ ବ୍ଳକରେ ସଂଯୋଜକ ଭାବେ କାର୍ଯ୍ୟତୁଲାଉଥିବା ବେଳେ ସଂଘର ସଭାପତି ଡା. ଅଜିତକୁମାର ବାରିକ, ସୁଦର୍ଶନ ସାହୁ, ରାଜ କିଶୋର ପ୍ରଧାନ, ବିକ୍ରମ ସାହୁ, ଧନଞ୍ଜୟ ପାତ୍ର, ସମୀର ମିଶ୍ର, ଚିତ୍ତରଞ୍ଜନ ସାହୁ, ଅନୁତାପ ପଶାଲତ, ଶଙ୍କର ସାହୁ,ଅମୃତ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ  ।
 ବରଗଡରୁ ନବୀନ କୁମାର ଦାଶ 

ads

Blog Archive

Popular Posts